eBook Ò ePub ଆକାଶର ଇଶାରା ê Hardcover Free


doc ଆକାଶର ଇଶାରା

[Epub] ❧ ଆକାଶର ଇଶାରା By Manoj Das – Berkingmad.co.uk ମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍Epub ଆକାଶର ଇଶାରା By Manoj Das Berkingmadcouk ମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍ ମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍ତ । ଏହି ଭାବବିନ୍ଦୁ ଉପରେ ପରିକଳ୍ପିତ ହୋଇଛି ଏହି ସ୍ରଷ୍ଟାଙ୍କ ଅନୁପମ ଉପନ୍ୟାସ “ଆକାଶର ଇଶାରା” । ମହାଭାରତୀୟ ପରମ୍ପରାରେ ଅଥବା ସନାତନ ଆର୍ଯ୍ୟ ସଂସ୍କୃତିରେ ସବୁ କାଳରେ ମାନବର ଯାତ୍ରା ଅନ୍ଧାରରୁ ଆଲୋକ ଦିଗକୁ ଓ ମୃତ୍ୟୁରୁ ଅମୃତ ଦିଗକୁ ଅବ୍ୟାହତ ରହିଛି । ଏହି ଯାତ୍ର

ଆକାଶର ଇଶାରାାର ଏକ ରୂପାୟନ ହୋଇଛି ଆକାଶର ଇଶାରାର ପଦ୍ମଲୋଚନ ଚରିତ୍ର ମାଧ୍ୟମରେ । କଥାବସ୍ତୁର ପ୍ରାରମ୍ଭରୁ ହିଁ ଏକ କ୍ଷୁଦ୍ର କ୍ରୀଡନକରେ ରୂପାନ୍ତରିତ ହୋଇଥିବା ପଦ୍ମଲୋଚନ ସହ ଭାଗ୍ୟ ଖେଳିଚାଲିଛି ନାନାଦି ଖେଳ । ସୁଅ ମୁହଁରେ ପତ୍ର ଭଳି ସମୟର ପ୍ରବାହରେ ଆକାଶର ଇଶାରା ଦେଖି ଦେଖି ପଦ୍ମଲୋଚନ ଭଳି ଅସହାୟ ମାନବର ଏହି ଯାତ୍ରା । ମାନବିକତାର ସ୍ପର୍ଶରେ ସୁଶୀ ପ୍ରତି ଆକର୍ଷିତ ପଦ୍ମଲୋଚନର ଚରିତ୍ର ମାନବ ପ୍ରାଣର ଯୁଗ ଯୁଗର ସଂଗୁପ୍ତ କାମନାକୁ ଦର୍ଶାଇ ଦେଇଛି । ହେଲେ ସବୁ ପ୍ରାପ୍ତି ଭିତରେ ଯେମିତି ଏକ ଅପ୍ର

kindle ☆ ଆକାଶର ଇଶାରା Þ Manoj Das

ଆକାଶର ଇଶାରା ò ାର ଏକ ରୂପାୟନ ହୋଇଛି ଆକାଶର ଇଶାରାର ପଦ୍ମଲୋଚନ ଚରିତ୍ର ମାଧ୍ୟମରେ । କଥାବସ୍ତୁର ପ୍ରାରମ୍ଭରୁ ହିଁ ଏକ କ୍ଷୁଦ୍ର କ୍ରୀଡନକରେ ରୂପାନ୍ତରିତ ହୋଇଥିବା ପଦ୍ମଲୋଚନ ସହ ଭାଗ୍ୟ ଖେଳିଚାଲିଛି ନାନାଦି ଖେଳ । ସୁଅ ମୁହଁରେ ପତ୍ର ଭଳି ସମୟର ପ୍ରବାହରେ ଆକାଶର ଇଶାରା ଦେଖି ଦେଖି ପଦ୍ମଲୋଚନ ଭଳି ଅସହାୟ ମାନବର ଏହି ଯାତ୍ରା । ମାନବିକତାର ସ୍ପର୍ଶରେ ସୁଶୀ ପ୍ରତି ଆକର୍ଷିତ ପଦ୍ମଲୋଚନର ଚରିତ୍ର ମାନବ ପ୍ରାଣର ଯୁଗ ଯୁଗର ସଂଗୁପ୍ତ କାମନାକୁ ଦର୍ଶାଇ ଦେଇଛି । ହେଲେ ସବୁ ପ୍ରାପ୍ତି ଭିତରେ ଯେମିତି ଏକ ଅପ୍ର kindle ☆ ଆକାଶର ଇଶାରା Þ Manoj Das

eBook Ò ePub ଆକାଶର ଇଶାରା ê Hardcover Free Manoj Das a prolific author is among India's foremost short story writers He writes both in Oriya Odia and English and is a Professor of English at the Sri Aurobindo International University PondicherryManoj Das was born in a small coastal village named Shankari in Balasore district Orissa State Since he has been an ashramite at Sri Aurobindo Ashram Pondicherry He is presently co.

Manoj Das Þ ଆକାଶର ଇଶାରା ePub

Manoj Das Þ ଆକାଶର ଇଶାରା ePub ାପ୍ତିର ତାଡନା ଆଚ୍ଛନ୍ନ କରେ ମଣିଷକୁ । ଏକ ଭିନ୍ନ ଇଲାକାର ମଣିଷ ବାବା ପଦ୍ମାନନ୍ଦ ମାନବୀୟ ଅଜ୍ଞତା ମଧ୍ୟରେ କେତେ ସ୍ଵପ୍ନ ଦେଖିଛନ୍ତି ପ୍ରତାରିତ ହୋଇଛନ୍ତି ଶେଷରେ ନିର୍ଯାତନାର ଶିକାର ହୋଇ ହୋଇ ଉଠିଛନ୍ତି ସତ୍ୟାନ୍ଵେଷୀ । ଆଖି ଖୋଲିଲା ପରେ ଉପରେ ଅନନ୍ତ ଆକାଶ । ଅଶ୍ରୁର ପ୍ଲାବନରେ ଧୋଇ ହୋଇ ଯାଇଛି ଅତୀତର ସମସ୍ତ ଦୁର୍ବଳତା । ସ୍ଵୟଂ ତାଙ୍କ କୃତଜ୍ଞତାର ରୂପ ଆକାଶ ସର୍ବଦା ସବୁ ଦିଗରୁ ତାଙ୍କୁ ବେଷ୍ଟନ କରି ରହି ଇଶାରା ଦେଇଚାଲିଛି ସେଇ ଅନନ୍ତର ଅନ୍ଵେଷଣ କରି ତା ସହ ଏକାକାର ହୋଇ ଯିବା ପାଇଁ ।

2 Comments on "eBook Ò ePub ଆକାଶର ଇଶାରା ê Hardcover Free"

  • Biswajit

    eBook Ò ePub ଆକାଶର ଇଶାରା ê Hardcover Free ଆକାଶର ଇଶାରାମାଟିର ମୋହ ଓ ଆକାଶର ଆହ୍ଵାନ ଭିତରେ ସର୍ବଦା ମାନବ ମୁକ୍ତିମାର୍ଗ ଅନ୍ଵେଷଣରେ ଥାଏ ବ୍ୟସ୍ତ । ଏହି ଭାବବିନ୍ଦୁ ଉପରେ ପରିକଳ୍ପିତ ହୋଇଛି ଏହି ସ୍ରଷ୍ଟାଙ୍କ ଅନୁପମ ଉପନ୍ୟାସ “ଆକାଶର ଇଶାରା” । ମହାଭାରତୀୟ ପରମ୍ପରାରେ ଅଥବା ସନାତନ ଆର୍ଯ୍ୟ ସଂସ୍କୃତିରେ ସବୁ କାଳରେ ମାନବର ଯାତ୍ରା ଅନ୍ଧାରରୁ ଆଲୋକ ଦିଗକୁ ଓ ମୃତ୍ୟୁରୁ ଅମୃତ ଦିଗକୁ ଅବ୍ୟାହତ ରହିଛି । ଏହି ଯାତ୍ରାର ଏକ ରୂପାୟନ ହୋଇଛି


  • Parthajit Mohapatra

    eBook Ò ePub ଆକାଶର ଇଶାରା ê Hardcover Free ଆକାଶର ଇଶାରାExcellent